କୃଷି ବିଭାଗୀୟ ଅଧିକାରୀଙ୍କ ପାଇଁ ‘ନୂଆ ମାର୍ଗଦର୍ଶିକା’

0
  • ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ୱର,//TATKAL ODISHA//

କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି I

କୃଷି ବିଭାଗର ଅଧିକାରୀଙ୍କ ସମେତ ସଏଲ କଞ୍ଜରଭେସନ ଏବଂ ହର୍ଟି କଲଚର ବିଭାଗର ଗ୍ରୁପ-ଅ ଓ ଗ୍ରୁପ -B ଅଧିକାରୀଙ୍କ ପାଇଁ ଏହି ମାର୍ଗଦର୍ଶିକା ଲାଗୁ ହୋଇଛି I

  • ଆସନ୍ତୁ ଦେଖିବା କଣ ରହିଛି…

Leave A Reply

Your email address will not be published.