tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଥାଲାପତି ବିଜୟଙ୍କ ‘ବିଜୟ’ : ନେଲେ ଶପଥ

1 min read

ଚେନ୍ନାଇ //TATKAL ODISHA//

ବହୁ ଟଣା ଓଟରା ପରେ ଥାଲାପତି ବିଜୟଙ୍କ ବିଜୟ ହୋଇଛି I ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ  ଶପଥ ଗ୍ରହଣ କରିଛନ୍ତି।

 ବିଜୟଙ୍କ ସହିତ  ୯ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । 

 ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହୋଇଛି ଏହି ଶପଥ ସମାରୋହ I 

ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜୟ ଓ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।

ବିଜୟଙ୍କ ବିଜୟ ମୁଦ୍ରା

 ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଯୋଗ ଦେଇଥିଲେ । 

Share

Leave a Reply