03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂହଙ୍କ ପରଲୋକ

1 min read

Oplus_16908288

ଭଟଲି, //TATKAL ODISHA//

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହଙ୍କ ପରଲୋକ। ଭୁବନେଶ୍ବର ଠାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସଦସ୍ୟଙ୍କ ଠାରୁ ସୂଚନା ମିଳିଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା I ସେ ତିନିଥର ବିଧାୟକ ଭାବେ ବିଜୟୀ ହୋଇଥିଲେ I

ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ଭାଇ ଦୀପକ ସିଂହଙ୍କ ପୁଅ ଉପସ୍ଥିତ ଥିଲେ। ସ୍ୱର୍ଗତ ସିଂହ ଭଟଲି ନିର୍ଵାଚନ ମଣ୍ଡଳୀରୁ ଏକାଧିକ ଥର ବିଧାୟକ। ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଵିଭାଗରେ ସ୍ଥାନ ପାଇଥିଲେ ।

ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହରାଇଲା ।ଓଁ ଶାନ୍ତି 🙏🙏

Share

Leave a Reply