tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗଣତନ୍ତ୍ରର ନୂଆ ପରିଭାଷା—ସାମ୍ବିଧାନିକ ପଦବୀରେ ରହି ଦଳୀୟ ସ୍ବାର୍ଥକୁ ପ୍ରାଥମିକତା!

1 min read
  • ସତରେ ଚମତ୍କାର : ସଂତୃପ୍ତ ମିଶ୍ର

ଭୁବନେଶ୍ୱର//TATKAL ODISHA//

ଓଡ଼ିଶାର ନବନିଯୁକୁ ରାଜ୍ୟପାଳଙ୍କ ରାଜନୈତିକ ପ୍ରାଥମିକତା ବେଶ୍ ସୃଷ୍ଟ ଥୂବା ପରି ମନେହେଉଛି। ସାମ୍ବିଧାନିକ ଦାୟିତ୍ବ ପ୍ରତି ତାଙ୍କର ଆଭିମୁଖ୍ୟ ଯାହା ବି ହେଉ ନା କାହିଁକି, ନିଜର ରାଜନୈତିକ ଦୃଷ୍ଟିକୋଣକୁ ନେଇ ଏଭଳି ସ୍ପଷ୍ଟବାଦିତା ସତରେ ଚମତ୍କାର!

ଏଭଳି କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର I

ସାମାଜିକ ଗଣମାଧ୍ୟମ ଏକ୍ସରେ ଶ୍ରୀ ମିଶ୍ର କହିଛନ୍ତି ଯେ,

ଗଣତନ୍ତ୍ରର ନୂଆ ପରିଭାଷା—ସାମ୍ବିଧାନିକ ପଦବୀରେ ରହି ଦଳୀୟ ସ୍ବାର୍ଥକୁ ପ୍ରାଥମିକତା! ସତରେ ପ୍ରଶଂସନୀୟ!

ଆମକୁ ଏମିତି ହିଁ ସଚ୍ଚୋଟ ଓ ସ୍ବଚ୍ଛ ବ୍ୟବସ୍ଥା ଦରକାର!

ଏଭଳି ଆହୁରି ଅନେକ ରାଜ୍ୟପାଳ ନିଯୁକ୍ତ ହେଲେ, ଆମ ଗଣତନ୍ତ୍ର ଯେ ନିଶ୍ଚିତ ସୁଦୃଢ଼ ହେବ, ସେଥ୍ରେ ସନ୍ଦେହ ନାହିଁ!

Share

Leave a Reply