ନୂଆବର୍ଷ ଭେଟି: ଷଷ୍ଠ ବେତନଧାରୀଙ୍କ ବଢ଼ିଲା ଡିଏ
1 min read
ଭୁବନେଶ୍ୱର,//TATKAL ODISHA//
ପୂର୍ବରୁ ସପ୍ତମ ବେତନ କମିଶନ ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା।
ମଙ୍ଗଳବାର ରାଜ୍ୟ ସରକାର ଷଷ୍ଠ ବେତନ ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ତାହା ୨୫୨ ପ୍ରତିଶତରୁ ୨୫୭ ପ୍ରତିଶତକୁ ବୃଦ୍ଧି ହୋଇଛି।
୨୦୨୫ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଟଙ୍କା ମିଳିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

