tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୧୧ ଜିଲ୍ଲାରେ ବିଜେଡିର ନୂତନ କମିଟି ଗଠନ

1 min read


ଭୁବନେଶ୍ୱର,//TATKAL ODISHA//
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପରେ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା କମିଟିଗୁଡିକର ପୁନର୍ଗଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ୧୧ଟି ଜିଲ୍ଲାରେ ଶ୍ରୀ ପଟ୍ଟନାୟକ ନୂତନ କମିଟି ଗଠନ କରିଛନ୍ତି।

ସେଇସବୁ ଜିଲ୍ଲାଗୁଡ଼ିକ ହେଉଛି

-ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଦ, ଗଜପତି, ଅନଗୁଳ, ମାଲକାନଗିରି, ସୋନପୁର, ଝାରସୁଗୁଡା ଓ ଦେଓଗଡ଼। ତୃଣମୂଳ ସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଏହି କମିଟିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବ।

Share

Leave a Reply