tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

‘କ୍ରସ୍ ଭୋଟିଂ’, ୬ ବିଜେଡି ସଦସ୍ୟ ନିଲମ୍ବିତ

1 min read


ଭୁବନେଶ୍ୱର,/TATKAL ODISHA//
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ବିଜେଡିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେସାନେ ହେଉଛନ୍ତି ..

  • ଚକ୍ରମଣି କହଁର,
  • ସୌଭିକ ବିଶ୍ୱାଳ,
  • ନବ କିଶୋର ମଲ୍ଲିକ,
  • ସୁବାସିନୀ ଜେନା,
  • ଦେବୀ ରଂଜନ ତ୍ରିପାଠୀ
  • ରମାକାନ୍ତ ଭୋଇ

ଏନେଇ ବିଜେଡି ପକ୍ଷରୁ ଶନିବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି।


ଗତ ମଙ୍ଗଳବାର ବିଜେଡି ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ରସ ଭୋଟିଂ କରିଥିବା ୬ ବିଜେଡି ବିଧାୟକଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

ହେଲେ ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଉତ୍ତର ଦେଲେ ନାହିଁ। ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏମାନଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି।

Share

Leave a Reply