tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆଉ ଇହଜଗତରେ ନାହାନ୍ତି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

1 min read

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA //

ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି I

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା I

ବ୍ରେନ୍_ଷ୍ଟ୍ରୋକ୍ ଦିଲ୍ଲୀ ଏମ୍ସରେ ଚାଲିଥିଲା ତାଙ୍କର ଚିକିତ୍ସା। ଡାକ୍ତରଙ୍କ ସତ ଚେଷ୍ଟା ସତ୍ୱେ ସେ ବଞ୍ଚିପାରି ନ ଥିଲେ I

୨୦୨୪ରେ ସମ୍ମାନଜନକ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ଅଶୋକ ମହାପାତ୍ର।

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I

Share

Leave a Reply