20/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏଜି ଆମ୍ବୁଲାନ୍ସ:ଜରୁରୀକାଳୀନ ସ୍ଥିତିରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା

1 min read
  • ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ
  • ଭୁବନେଶ୍ୱର://TATKAL ODISHA //

ଦୁର୍ଘଟଣାଗ୍ରସ୍ତ ଆହତ କିମ୍ବା ଅସୁସ୍ଥ ହୋଇପଡିଥିବା ରୋଗୀର ଜୀବନରକ୍ଷା କରିବାକୁ ଜନସଚେତନତା ସୃଷ୍ଟି ପାଇଁ ବିଶ୍ଵାବ୍ୟାପି ସେପ୍ଟେମ୍ବର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ କରାଯାଉଅଛି ଳ

ଚଳିତ ବର୍ଷର ବିଷୟବସ୍ତୁ “ପ୍ରବାସୀ ଓ ବିସ୍ଥାପିତଙ୍କ ଜୀବନ ଜୀବିକା ଅନ୍ୱେଷଣରେ ଯାତ୍ରା ସମୟରେ ଜୁରୁରୀକାଳୀନ ସମୟରେ ସେମାନଙ୍କ ଜୀବନରକ୍ଷା ପାଇଁସହାୟତା ଓ ପ୍ରାଥମିକ ଚିକତ୍ସା ସହଜ ଲବ୍ଧ କରିବା “l ପ୍ରତିବର୍ଷ ଆହତ ମୃତ୍ୟୁ ବରଣ କରିଥାନ୍ତି l

ସ୍ଥାନୀୟ ମହାଲେଖାକାର (ଏଜି ) କାର୍ଯ୍ୟାଳୟ ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ରାଜଧାନୀ ଚିକିତ୍ସାଳୟ ସରକାରୀ ଏଏନଏମ ତାଲିମ ପ୍ରତିଷ୍ଠାନ, ତ୍ରିଧା ନର୍ସିଙ୍ଗ ଡିଭିଜନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସିଆଇଏସଏଫ ଓ ସ୍ବେଛାସେବୀ ଅନୁଷ୍ଠାନର ସ୍ବେଛାସେବୀମାନଙ୍କୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ସରଳ ଜୀବନ ରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରାଯାଇଥିଲା l

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ଏଏନଏମ ତାଲିମ ପ୍ରତିଷ୍ଠାନର ଅଧକ୍ଷା ଡାକ୍ତର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ଓ ଆଲୋଚନା ଚକ୍ରରେ ଆୟୁଷ ନିର୍ଦେଶାଳୟର ପୂର୍ବତନ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ମହାପାତ୍ର, ମୁଖ୍ୟ ଅତିଥି,ଖୋର୍ଦ୍ଧା ଜିଲ୍ଲା ସେଣ୍ଟ ଜନ ଆମ୍ବୁଲାନ୍ସର ଯୁଗ୍ମ ସଚିବ ପୁରୁଷୋତ୍ତମ ବଳ,ତ୍ରିଧା ଆମ୍ବୁଲାନ୍ସ ଡିଭିଜନର ଡିଭିଜିନାଲ କମାଣ୍ଡର ସୁଶ୍ରୀ ସଂଜିତା ମୋହାପାତ୍ର, ଏଏନଏମ ତାଲିମ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଗୀତାଞ୍ଜଳି ରାୟ, ମୀରା ବରାଳ, ପାର୍ବତୀ କୁମାରୀ ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସେଣ୍ଟ ଜନ ଆମ୍ବୁଲାନ୍ସର ତାଲିମ ପ୍ରଶିକ୍ଷକ ଡ଼ ନମିତା ପଟ୍ଟନାୟକ, ରାଜଧାନୀ ମହାବିଦ୍ୟାଳୟର ପ୍ରଫେସର ଡ଼ ଅଭିପ୍ସା ବଳ,କାଦମ୍ବିନୀ ଦାସ ଓ ଡାକ୍ତର ପ୍ରଫେସର ସତ୍ୟଜିତ ସା�

Share

Leave a Reply