03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ

1 min read

ଭୁବନେଶ୍ୱର //TATKAL ODISHA//

ଓଡ଼ିଶା ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି I

ଏକାଥରେ ଆଠ ଅଧିକାରୀ ବଦଳି ହୋଇଛନ୍ତି I

ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I

ଦେଖନ୍ତୁ ତାଲିକା…

Share

Leave a Reply