ନୂଆଦିଲ୍ଲୀ, ଭୁବନେଶ୍ୱର, କଟକ //TATKAL ODISHA//
ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଜେଲରେ ଥିବା ଦାରା ସିଂ ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇବେ I
ମଙ୍ଗଳବାର ଏନେଇ ବଡ଼ ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ଏପି ସିଂ। ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂ ମୁକ୍ତି କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।