୧୧ ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ
1 min read
Oplus_16908288
ଭୁବନେଶ୍ୱର,//TATKAL ODISHA//
‘କ୍ରସ୍ ଭୋଟିଂ’ କରିଛନ୍ତି ୧୧ ବିଧାୟକ । ଏଥିରୁ ବିଜେଡିରୁ ୬, କଂଗ୍ରେସରୁ ୩ ଓ ବିଜେଡିରୁ ନିଲମ୍ବିତ ୨ ସଭ୍ୟ ଅନ୍ତର୍ଭୁକ୍ତ। ବିଜେଡି ନେତା ପ୍ରତାପ ଦେଓ ମଧ୍ୟ ତାଙ୍କ ଦଳରୁ ୬ ଜଣ କ୍ରସ୍ ଭୋଟିଂ କରିଥିବା କଥା ମାନିଛନ୍ତି। ଯାହା ଅନୁମାନ କରାଯାଇଛି ଯେ, ନିମ୍ନରେ ପ୍ରଦତ୍ତ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ଭିତରୁ କିଛି ସଦସ୍ୟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।
କଂଗ୍ରେସ ବିଧାୟକ
- ୧. ରମେଶ ଜେନା
- ୨. ଦାଶରଥୀ ଗମାଙ୍ଗ
- ୩. ସୋଫିଆ ଫିର୍କୋସ
ବିଜେଡି ବିଧାୟକ
-୧. ଚକ୍ରମଣି କହଁର
- ୨. ସୌଭିକ ବିଶ୍ୱାଳ
- ୩. ନବ କିଶୋର ମଲ୍ଲିକ
- ୪. ସୁବାସିନୀ ଜେନା
- ୫. ଦେବୀ ରଂଜନ ତ୍ରିପାଠୀ
- ୬. ରମାକାନ୍ତ ଭୋଇ
ବିଜେଡ଼ି ନିଲମ୍ବିତ ବିଧାୟକ
- ୧. ସନାତନ ମହାକୁଡ଼
- ୨. ଅରବିନ୍ଦ ମହାପାତ୍ର
