tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୀବନଚର୍ଯ୍ୟା: 8+8+8

1 min read

8+8+8 ନିୟମ : ଜୀବନ ବ୍ରତ : ପାଳନ କରନ୍ତୁ..

ପ୍ରତିଦିନର ଚବିଶ ଘଣ୍ଟାର ସମୟକୁ ଆପଣ କେମିତି ବିଭକ୍ତ କରି ଜୀବନକୁ ଶୃ୍ଖଳିତ କରିବେ, ତାହା ଏଠାରେ ଦର୍ଶାଉଛୁ…

ବିଶେଷାଜ୍ଞଙ୍କ ମତାନୁସାରେ

  • ପ୍ରଥମେ ଚବିଶ ଘଣ୍ଟାକୁ 8+8+8 ନିୟମରେ ଭାଗ କରିବେ

ପ୍ରଥମ ୮ ଘଣ୍ଟା- କେବଳ ପରିଶ୍ରମ(ପାଠପଢ଼ା/ଅଫିସ କାର୍ଯ୍ୟ)
ଦ୍ଵିତୀୟ Γ ଘଣ୍ଟା -କେବଳ ନିଦ
ତୃତୀୟ ୮ ଘଣ୍ଟା- କେବଳ ଘରୋଇ କାର୍ଯ୍ୟ

ଶେଷ ଅର୍ଥାତ ତୃତୀୟ ଆଠ ଘଣ୍ଟାକୁ ୪ ଭାଗରେ ବାଣ୍ଟନ୍ତୁ…
୨ ଘଣ୍ଟା ଖେଳ
୨ ଘଣ୍ଟା ବ୍ୟାୟାମ
୨ ଘଣ୍ଟା ମନୋରଞ୍ଜନ
୨ ଘଣ୍ଟା ପରିବାର ସାଙ୍ଗରେ

ନିୟମିତ ଭାବେ ଏମିତି କଲେ ଜୀବନ ଯାପନ ସୁଖମୟ ହୋଇଯିବ, ଏଥିରେ ଦ୍ବିମତ ନାହିଁ..

Share

Leave a Reply