tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେ.ମୁରୁଗେସାନ ରାଜ୍ୟର ନୂଆ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ

1 min read


ଭୁବନେଶ୍ୱର,/TATKAL ODISHA//
ବରିଷ୍ଠ ଭାରତୀୟ ବନ ସେବା (ଆଇଏଫ୍‌ଏସ) ଅଧିକାରୀ କେ. ମୁରୁଗେସାନ ଏବେ ରାଜ୍ୟର ନୂଆ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଏବଂ ବନ ବାହିନୀ ମୁଖ୍ୟ।
ଶ୍ରୀ ମୁରୁଗାନ ଜଙ୍ଗଲ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି। ଓଡ଼ିଶାର ବନ ପ୍ରଶାସନର ନେତୃତ୍ୱ ତାଙ୍କୁ ଦିଆଯାଇଛି। ସେ ରାଜ୍ୟ ସାରା ସଂରକ୍ଷଣ, ବନୀକରଣ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ଗୁଡ଼ିକର ତଦାରଖ କରିବେ।

Share

Leave a Reply