tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସିନେମାରେ କାହିଁକି ଗୀତ ଗାଇବେ ନାହିଁ ଅରିଜିତ?

1 min read

ମୁମ୍ବାଇ //TATKAL ODISHA//

ବଲିଓଡର ଷ୍ଟାର ଗାୟକ ଅରିଜିତ ସିଂହ (୩୮) ସିନେମାରେ ଆଉ ଗୀତ ଗାଇବେ ନାହିଁ I ସେ ନିଜେ ନିଜ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି I

ହେଲେ କେବଳ କନସର୍ଟ, କ୍ଲାସିକ ଗୀତ ଗାଇବେ I

ହେଲେ ସିନେମାରେ କାହିଁକି ଗୀତ ଗାଇବେ ନାହିଁ ଅରିଜିତ? କେଉଁ ସମସ୍ୟା ହେଲା??

ଅରିଜିତଙ୍କ ଆୟ

  • ⚡️ମୋଟ ଆୟ: ₹୪୧୪ କୋଟି I
  • ⚡️ଗୋଟିଏ ଗୀତ ପାଇଁ ନିଅନ୍ତି: ₹୮ରୁ ₹୧୦ ଲକ୍ଷ I
  • ⚡️ଅନଲାଇନ ପ୍ଲାଟଫର୍ମରୁ ବର୍ଷକୁ ରୟାଲିଟି ମିଳୁଛି: ₹୭୦ କୋଟି I
  • ⚡️ଅଧିକାଂଶ ସମୟ ସେ ନିଜ ଗାଁ (ପଶ୍ଚିମବଙ୍ଗ)ରେ ରୁହନ୍ତି I

 ତାଙ୍କର ଏକ ସ୍ବେଛାସେବୀ ସଂଗଠନ ରହିଛି I ତାହା ହେଉଛି ‘ତତ୍ତ୍ୱମସି ଫାଉଣ୍ଡେସନ’ I ଏହା ଦ୍ୱାରା ସେ ଲୋକଙ୍କୁ ସହାୟତା କରୁଛନ୍ତି I ଆଗକୁ ବି କରିବେ I

Share

Leave a Reply