tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପରଲୋକରେ ନୀଳଗିରି କଲେଜର ପ୍ରଥମ ଅଧ୍ୟକ୍ଷ ସୀତାନାଥ ପାଣିଗ୍ରାହୀ

1 min read

ନୀଳଗିରି,//TATKAL ODISHA//

ଜଳେଶ୍ୱର ଡି,କେ କଲେଜର ପୂର୍ବତନ ରିଡର,ନୀଳଗିରି କଲେଜର ପ୍ରଥମ ଅଧ୍ୟକ୍ଷ ଏବଂ ବାବା ପଞ୍ଚଲିଙ୍ଗେଶ୍ଵର କଲେଜର ପ୍ରଥମ ଅଧ୍ୟକ୍ଷ ସୀତାନାଥ ପାଣିଗ୍ରାହୀ ପୌଷ ପୂର୍ଣମୀରେ ପରଲୋକ ଗମନ କରିଛନ୍ତି I

ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା I

ସ୍ବର୍ଗତ ପାଣିଗ୍ରାହୀଙ୍କ ଘର ବାଲେଶ୍ୱର ଜିଲ୍ଲାର ସନ୍ତରାଗଡିଆରେ  ହୋଇଥିଲା I ସେ ଯେମିତି ଛାତ୍ର ବତ୍ସଳ ଥିଲେ, ସେମିତି ସ୍ନେହୀ ଥିଲେ I

 ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସନ୍ତରାଗଡିଆ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। 

Share

Leave a Reply