tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜ୍ୟୋତି ରଞ୍ଜନ ସାମାଜିକ ଗଣମାଧ୍ୟମ ସଂଯୋଜକ,ଗୋପିନାଥ ଆଇଟି ସଂଯୋଜକ

1 min read
  • ବିଜେପିରେ ନୂତନ ଦାୟିତ୍ୱ
  • ଭୂବନେଶ୍ୱର, //Tatkal Odisha//
    ଦଳୀୟ ସାମାଜିକ ଗଣମାଧ୍ୟମ ଏବଂ ଆଇଟି ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଜ୍ୟୋତି ରଞ୍ଜନ ନାୟକ ଏବଂ ରାଜ୍ୟ ଆଇଟି ସଂଯୋଜକ ଭାବେ ଗୋପିନାଥ ସାହୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି ।

Share

Leave a Reply