tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦିଲ୍ଲୀ ଗଲେ ନବୀନ 

1 min read

ଭୁବନେଶ୍ୱର//TATKAL ODISHA//

ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ କରିଛନ୍ତି  । 

  ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ,ନବୀନ ବାବୁଙ୍କ ଏହା ହେଉଛି ବ୍ୟକ୍ତିଗତ ଗସ୍ତ।

ତେବେ ଏହି ଗସ୍ତ ସମୟରେ ସେ ହସ୍ପିଟାଲରେ ଭାଇଙ୍କୁ ଭେଟିବା ସହ ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି I 

Share

Leave a Reply