tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ : ସକାଳ ୬. ୨୦ରୁ ହାଣ୍ଡି ଛାଡ଼

1 min read

Oplus_16908288

ଭୁବନେଶ୍ୱର//TATKAL ODISHA//

ଦୋଳ ପୂର୍ଣ୍ଣମୀରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେଉଛି I

ଗ୍ରହଣସ୍ପର୍ଶ ଅପରାହ୍ନ ୩. ୨୦ ମିନିଟ୍ ରେ ହେଉଥିବାବେଳେ ସର୍ବମୋକ୍ଷ ହେବ ସନ୍ଧ୍ୟା ୬. ୪୭ ମିନିଟ୍ I

  • ସକାଳ ୬. ୨୦ ମିନିଟ୍ ସମୟରୁ ହାଣ୍ଡି ଛାଡ଼ କରିବାକୁ ହେବ I
  • ସନ୍ଧ୍ୟା ୬. ୪୭ ମିନିଟ୍ ପରେ ପାକ ରନ୍ଧନ, ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ I

ତେବେ ରୋଗୀ, ଶିଶୁ ଓ ଅସୁସ୍ଥଙ୍କ ପାଇଁ ପାକ ନିଷେଧ ନିୟମ ଲାଗୁ ହେବ ନାହିଁ I

Share

Leave a Reply