tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଳା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ

1 min read

ନୂଆଦିଲ୍ଲୀ//TATKAL ODISHA //

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଳା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି । ଆମେରିକା ଓ ଇସ୍ରାଏଲର ମିଳିତ  ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। 

ଇରାନ ସାମରିକ ଏବଂ ସରକାରୀ ଘାଟିକୁ ଟାର୍ଗେଟ କରି ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣ ପରେ ଏହି ଘଟଣା ଘଟିଛି।

ଖେମନେଇଙ୍କ ମୃତ୍ୟୁ କଥା ପ୍ରଥମେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରକାଶ କରିଥିଲେ I 

“ଆମେରିକା ଓ ଇସ୍ରାଏଲର ମିଳିତ  ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି”

ପରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହା ସ୍ପଷ୍ଟ କରିଛନ୍ତି I ଏପରିକି ଇରାନର ଗଣମାଧ୍ୟମ ମଧ୍ୟ   ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ସର୍ବୋଚ୍ଚ ନେତା ଖାମେନେଇ ସହିଦ ହୋଇଥିବା କଥା ପ୍ରସାରିତ ହୋଇଛି I 

ଟ୍ରମ୍ପ କହିଛନ୍ତି ଯେ,ଇତିହାସର ଅନ୍ୟତମ ନିଷ୍ଠୁର ବ୍ୟକ୍ତିତ୍ୱ ଥିଲେ ଖାମେନେଇ I  ସେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିଲେ I  ଗୁପ୍ତଚର ସଂସ୍ଥା ଏବଂ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମରୁ ଖସି ଯାଇପାରିଲେ  ନାହିଁ। ତାଙ୍କର ମୃତ୍ୟୁ ହୋଇଛି। ତାହା ଜରୁରୀ ଥିଲା I

Share

Leave a Reply