tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୀଳଗିରିର ଝିଅ,ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ଭୋଟ ଦେଇ ବିଜୟୀ କରାନ୍ତୁ..

1 min read

ଭୁବନେଶ୍ୱର, ନୀଳଗିରି//TATKAL ODISHA//

ସ୍ୱାଭିମାନର ମାଟି ନୀଳଗିରିର ଝିଅ, ଓଡ଼ିଶାର ଗର୍ବ -ଜ୍ୟୋତିର୍ମୟୀ ନାୟକ ଏବେ ସୋନୀ ଟିଭିର ଇଣ୍ଡିଆନ ଆଇଡଲ କାର୍ଯ୍ୟକ୍ରମରେ ଧମାକା କରୁଛନ୍ତି I 

ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଶ୍ରୋତାଙ୍କୁ ଜ୍ୟୋତିର୍ମୟୀ ମନ୍ତ୍ର ମୁଗ୍ଧ କରିଦେଇଛନ୍ତି I ଏପରିକି ବଲିଉଡ ହିରୋ-ହିରୋଇନ, ଗାୟକ-ଗାୟିକା ତାଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି I

ଜ୍ୟୋତିର୍ମୟୀ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଚ୍ଚା କରୁ ଥିବାରୁ  ତାଙ୍କୁ ବାଲେଶ୍ୱର ଜିଲ୍ଲା ସମେତ ସମଗ୍ର ରାଜ୍ୟରୁ ବହୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ଦରକାର I

 ଏହାହିଁ TATKAL ODISHAର ଅପିଲ…

କେମିତି ଭୋଟ ଦେବେ ଫଟୋରେ ଦର୍ଶାଇଛୁ… ଜ୍ୟୋତିର୍ମୟୀ ବି ଓଡ଼ିଶାର ସହଯୋଗ ଲୋଡିଛନ୍ତି..

  • ସୋନୀ ଟିଭିରେ ଦେଖନ୍ତୁ ‘ନୀଳଗିରି ଝିଅ, ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କ ମନ୍ତ୍ରମୁଗ୍ଧ ଗୀତ…

just touch select… & see the sony TV

https://www.facebook.com/share/v/1ALEQbMSan

https://www.facebook.com/share/v/1ALEQbMSan

Share

Leave a Reply