ବିଶ୍ୱକପ ଖେଳିବେ ନାହିଁ କେଏଲ, ବିସିସିଆଇ ରଚିଛି ଷଢ଼ଯନ୍ତ୍ର?
1 min read
Oplus_16908288
ଭୁବନେଶ୍ୱର,//TATKAL ODISHA//
କ୍ରିକେଟର କେଏଲ ରାହୁଲଙ୍କ ବିରୋଧରେ ବିସିସିଆଇ ବଡ଼ ଧରଣର ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି I
ତାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ନ ଖେଳେଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି I
କେ ଏଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି I
ଏନେଇ ବିସିସିଆଇ କିଛି ସ୍ପଷ୍ଟ କରିନାହିଁ I
ଯଦି ଏହା ସତ ହୋଇଥାଏ ତାହାଲେ ନିଶ୍ଚିତ ଭାବରେ ସାଙ୍ଘାତିକ I କେ ଏଲଙ୍କ ଭଳି ସର୍ବଦା ଭଲ ପ୍ରଦର୍ଶନ କରୁଥିବା ବିଶ୍ୱସ୍ତରୀୟ କ୍ରିକେଟର ପ୍ରତି ଅନ୍ୟାୟ କରିବା ଉଚିତ ନୁହେଁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି I
