tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବସ ଦୁର୍ଘଟଣା : ଡ୍ରାଇଭର ମୃତ,ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

1 min read
  • ଚଉଦ ଯାତ୍ରୀ ଗୁରୁତ୍ତର
  • ବାଲେଶ୍ୱର, ସୋରୋ,//TATKAL ODISHA//

ପଶ୍ଚିମବଙ୍ଗରୁ ଆନ୍ଧ୍ର ଯାଉଥିବା ଏକ ତୀର୍ଥ ବସ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି I


 ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଚାଶ ଯାତ୍ରୀ I

  ଖନ୍ତାପଡ଼ା ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶୁକ୍ରବାର ଭୋର ଜାତୀୟ ରାଜପଥ ୧୬ ବାହାନଗା ବଜାର ନିକଟରେ ହୋଇଛି ଏହି ଦୁର୍ଘଟଣା। ବସରେ ୫୦ଜଣ ଯାତ୍ରୀ ଥିବା ବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି I

ସମସ୍ତ ଗୁରୁତର ଆହତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share

Leave a Reply