tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦୀପାବଳି ଆଜି ଦୀପାବଳି : ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଐତିହ୍ୟସମ୍ପନ୍ନ ଗୀତ

1 min read

ଭୁବନେଶ୍ୱର//TATKAL ODISHA //

ଦୀପାବଳିର ସାମାଜିକ ଆବେଦନ ନିଆରା I କାର୍ତ୍ତିକ ମାସରେ ଦୀପ ଜାଳିଲେ ବିଷାକ୍ତ ପୋକମାନେ ଦୀପ ନିଆଁରେ ଝାସ ଦିଅନ୍ତି ଓ ସେମାନଙ୍କର ବିନାଶ ଘଟେ |ପରିବେଶ ସୁସ୍ଥ ରହେ |


ପୁଣି କାର୍ତ୍ତିକ ଅମାବାସ୍ୟା ହେଉଛି କାଳରାତ୍ରି |ଏଣୁ ଏହି ରାତ୍ରିକୁ ଆଲୋକିତ କରି କାଳ କବଳରୁ ନିଜକୁ ରକ୍ଷାକରିବାପାଇଁ ନିଜ ପୁରକୁ ହିନ୍ଦୁମାନେ ଆଲୋକିତ କରିଥାନ୍ତି |ଦୀପାବଳିର ପ୍ରଥା ଅନୁସାରେ ସାରାରାତି ଦୀପ ଜଳେ | ତେବେ ଆଜିର ବିଜୁଳି ଆଲୋକରେ ଦୀପ ଶିଖା ନିଷ୍ପ୍ରଭ |

ଏହି ଅବସରରେ ଶୁଣନ୍ତୁ… ଐତିହ୍ୟସମ୍ପନ୍ନ ଗୀତ

  • କଣ୍ଠ :ସତ୍ୟବ୍ରତ ସାହୁ
  • ସଂଗୀତ – ଡ଼ଃ ବିଜୟ ଜେନା
  • ଗୀତ – ଅରୁଣ ମନ୍ତ୍ରୀ

Share

Leave a Reply