tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗୁଜବ ସତ, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ନିର୍ବନ୍ଧ

1 min read

ହାଇଦ୍ରାବାଦ //TATKAL ODISHA//

ଗୁଜବ ସତ ହୋଇଛି I ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଛି। 

  ଫେବୃଆରୀ ୨୦୨୬ ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ହେଲେ, ରଶ୍ମିକା କିମ୍ବା ବିଜୟ ସେମାନଙ୍କ ନିର୍ବନ୍ଧ ବିଷୟରେ କୌଣସି ପୋଷ୍ଟ ସେୟାର କରିନାହାଁନ୍ତି କିମ୍ବା କୌଣସି ଘୋଷଣା କରିନାହାଁନ୍ତି ।

ରଶ୍ମିକା ଏବଂ ବିଜୟ ୨୦୧୮ର ହିଟ୍ ଫିଲ୍ମ ଗୀତା ଗୋବିନ୍ଦମ୍ ଏବଂ ୨୦୧୯ର ଡିୟର କମ୍ରେଡ୍ ଫିଲ୍ମରେ ଏକାଠି ଅଭିନୟ କରିବା ପରଠାରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା । ଏବେ ତାହା ସତରେ ପରିଣତ ହୋଇଛି I

Share

ନଜର ପକାନ୍ତୁ

Leave a Reply