ଆଉ ନଅ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା

0

ଭୁବନେଶ୍ୱର//TATKAL ODISHA//

କଂଗ୍ରେସ ତାର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି I ଏଥର 9 ଜଣଙ୍କ ନାଁ ଘୋଷଣା ହୋଇଛି I

ଦେଖନ୍ତୁ ତାଲିକା

  • KEONJHAR-ST- Mohan Hembram
  • BALASORE- Srikant Kumar Jena
  • BHADRAK-SC-Anant Prasad Sethi
  • JAJPUR-SC-Anchal Das
  • DHENKANAL-Smt. Sashmita Behera
  • KENDRAPARA-Sidharth Swarup Das
  • JAGATSINGHPUR-SC-Rabindra Kumar Sethy
  • PURI-Smt. Sucharita Mohanty
  • BHUBANESWAR-Yasir Nawaz

ପୂର୍ବରୁ କଂଗ୍ରେସ ଆଠ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା I ଏବେ 9 କୁ ମିଶାଇ 17 ହୋଇଛି I ମୋଟ 21 ଆସନରୁ ବର୍ତ୍ତମାନ ସୁଦ୍ଧା 4ଟି ଆସନରେ ଟିକେଟ ଦେବା ବାକି ରହିଛି I

Leave A Reply

Your email address will not be published.