tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

1 min read

ନୂଆଦିଲ୍ଲୀ //TATKAL ODISHA//

ବଦଳିଲେଓଡ଼ିଶାରରାଜ୍ୟପାଳ I ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି I

ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ସମେତ ୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି I

  • କେରଳମ୍- ଓମ୍‌ପ୍ରକାଶ ମାଥୁର,
  • ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର
  • -କର୍ଣ୍ଣାଟକ- ସୁଧା ଯାଦବ,
  • ଉତ୍ତାରଖଣ୍ଡ- ଧଳସିଂହ ବିଶେନ
  • ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ
  • ଓଡିଶା -ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି..

Share

Leave a Reply