tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଜ୍ୟସଭା ଟକ୍କର : ମନମୋହନ ସାମଲ, ସୁଜିତ କୁମାର ହେଲେ ବିଜେପି ପ୍ରାର୍ଥୀ

1 min read

ଭୁବନେଶ୍ୱର//TATKAL ODISHA //

ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି I ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପୂର୍ବତନ ସାଂସଦ ସୁଜିତ କୁମାର ବିଜେପି ପ୍ରାର୍ଥୀ ହୋଇଛନ୍ତି I

  • ମନମୋହନ ସାମଲ
  • ସୁଜିତ କୁମାର

ଦୋଳ ପୂର୍ଣ୍ଣିମାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

ସଂଖ୍ୟା ଦୃଷ୍ଟିରୁ ବିଜେପିର ଏଇ ଦୁଇ ପ୍ରାର୍ଥୀ ଜିତିବା ପ୍ରାୟ ନିଶ୍ଚିତ I

ପୂର୍ବରୁ ବିଜେଡି ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି I ସେମାନେ ହେଉଛନ୍ତି 1. ଡ ସଂତୃପ୍ତ ମିଶ୍ର 2. ଡାକ୍ତର ଦତ୍ତ୍ୱେଶ୍ୱର ହୋତା I ଦତ୍ତ୍ୱେଶ୍ୱର ହୋତା ମିଳିତ ପ୍ରାର୍ଥୀ ପାଇଁ ବିଜେଡି ସୁପ୍ରିମୋ ସବୁ ଦଳକୁ ନିବେଦନ କରିଛନ୍ତି I

Share

Leave a Reply