ଶେଷରେ କଂଗ୍ରେସରୁ ବିଦା ହେଲେ ସୁର
ଭୁବନେଶ୍ୱର //TATKAL ODISHA//
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ବିଧାୟକ ସୁୁରେଶ ରାଉତରାୟଙ୍କୁ ଶେଷରେ ଦଳରୁ ବିଦା ହେବାକୁ ପଡ଼ିଛି ।
ନିଜର ଦୁଇ ପୁଅଙ୍କୁ ଥଇଥାନ କରିବାକୁ ଯାଇ ସେ ନିଜେ ଘାଟାରେ ପଡିଛନ୍ତି I
ଦଳରୁ ୬ ବର୍ଷ ପାଇଁ ସେ ବହିଷ୍କୃତ ହୋଇଛନ୍ତି।
ସୋମବାର ଏଆଇସିସି ପକ୍ଷରୁ ଏନେଇ ନିର୍ଦେଶନାମା ପ୍ରକାଶ ପାଇଛି I