ଶେଷରେ କଂଗ୍ରେସରୁ ବିଦା ହେଲେ ସୁର

0

ଭୁବନେଶ୍ୱର //TATKAL ODISHA//

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ବିଧାୟକ ସୁୁରେଶ ରାଉତରାୟଙ୍କୁ ଶେଷରେ ଦଳରୁ ବିଦା ହେବାକୁ ପଡ଼ିଛି ।

ନିଜର ଦୁଇ ପୁଅଙ୍କୁ ଥଇଥାନ କରିବାକୁ ଯାଇ ସେ ନିଜେ ଘାଟାରେ ପଡିଛନ୍ତି I

ଦଳରୁ ୬ ବର୍ଷ ପାଇଁ ସେ ବହିଷ୍କୃତ ହୋଇଛନ୍ତି।

ସୋମବାର ଏଆଇସିସି ପକ୍ଷରୁ ଏନେଇ ନିର୍ଦେଶନାମା ପ୍ରକାଶ ପାଇଛି I

Leave A Reply

Your email address will not be published.