ଅନୁଗୁଳ ଜରପଡ଼ା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ, ଡ୍ରାଇଭର ମୃତ

0
  • ଅନଗୁଳ//TATKAL ODISHA//

 ଯାଜପୁର ଓଭର ବ୍ରିଜ୍‌ରୁ ତଳକୁ ଯାତ୍ରୀବାହୀ ବସ୍ ଖସି ପାଞ୍ଚ ମୃତ୍ୟୁ ଘଟଣା ବାରଘଣ୍ଟା ନ ପୂରୁଣୁ ଅନଗୁଳରେ ଆଉ ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟିଛି I 

ସୂଚାନୁସାରେ ଏନଏଚ- 55ରେ ଏକ ଦୁର୍ଘଟଣାଗ୍ରସ୍ତ ହାଇୱା ଛିଡ଼ା ହୋଇଥିବା ବେଳେ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଛି I 

ଦୁର୍ଘଟଣା ଯୋଗୁଁ ବସ୍ ଡ୍ରାଇଭର ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି I 

ବସ୍‌ଟି ଛତିଶଗଡ଼ କୋରବାରୁ ପୁରୀ ଆସୁଥିବା ବେଳେ ଜରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି I  ବହୁ ଯାତ୍ରୀ ଆହତ ହୋଇଛନ୍ତି I ସ୍ଥାନୀୟ ଲୋକେ ଉଦ୍ଧାର କରୁଛନ୍ତି I 

Leave A Reply

Your email address will not be published.