ଟୋକିଓ //TATKAL ODISHA //
ଜାପାନର ହୋନ୍ସୁର ପୂର୍ବ ପାର୍ଶ୍ଵ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ତାକାସାକୀ ସହର ଠାରୁ ପ୍ରାୟ ୨୬୨ କିମି ଦୂର ଉତ୍ତର ପୂର୍ବର ୫୦ କିମି ମାଟି ତଳୁ ଠାବ ହୋଇଛି ।
ଏହାର ତ୍ରୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି ।
ଭୂକମ୍ପର କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ ।