ନଭେମ୍ୱର ୧୧ରେ ଭୋଟ,୧୪ରେ ଗଣତି
1 min read
ଭୁବନେଶ୍ବର// TATKAL ODISHA //
ପ୍ରତୀକ୍ଷାର ଅନ୍ତ ଘଟିଛି I ନୂଆପଡା ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ନଭେମ୍ୱର ୧୧ରେ ହେବ ଭୋଟ I
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଥିଲା ।
ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବାର ସମୟ ସ୍ଥିର କରାଯାଇଛି ।
ନଭେମ୍ୱର ୧୧ରେ ହେବ ଭୋଟ I ୧୪ରେ ଭୋଟ ଗଣତି ସହ ଘୋଷଣା ହେବ ଫଳାଫଳ ।