କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର//TATKAL ODISHA//

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି I

ପବିତ୍ର ଶ୍ରୀରାମ ନବମୀରେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ଅବସରରେ ପ୍ରକାଶ କରିଛନ୍ତି I

ଅନ୍ୟ କେଉଁ ଆସନରେ କେଉଁମାନେ?

କିଏ କେଉଁ ଆସନରୁ ପ୍ରାର୍ଥୀ

  • ଆସନ ଅଦଳ ବଦଳ
  • ****************-
  • ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ
    ସମ୍ବଲପୁର- ରୋହିତ ପୂଜାରୀ

ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ପଦ୍ମପୁର- ବର୍ଷାସିଂହ ବରିହା
କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡ଼- ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୁଳ- ସଂଯୁକ୍ତା ସିଂହ
ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଡ. ଇନ୍ଦିରା ନନ୍ଦ

Leave A Reply

Your email address will not be published.