tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ କେତେ ଜରୁରୀ?..ଦେଖନ୍ତୁ ଯାତ୍ରୀଙ୍କ ମତ

1 min read

ପୁରୀ//TATKAL ODISHA//

ପ୍ରତିଦିନ ୫୦ ହଜାରରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଥିବାବେଳେ ବିଭିନ୍ନ ପର୍ବ ପର୍ବାଣୀରେ ଏକ ଲକ୍ଷରୁ ଅଧିକ ଭକ୍ତ ଆସୁଛନ୍ତି।

 ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନାଟ ମଣ୍ଡପରେ ଛଅ ଟିକିଆ ଲାଇନ ବ୍ୟବସ୍ଥା ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି I ଏନେଇ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଏହି ଅସ୍ଥାୟୀ ବ୍ୟାରିକେଡ଼କୁ ଖୋଲି ଦିଆଯିବ । ବାହାର କାଠ ନିକଟରେ ଏକ ଉଚ୍ଚ ରାମ୍ପ ରହିବ । ଏହାର ଉପରେ ଠିଆ ହୋଇ ଭକ୍ତମାନେ ଶ୍ରୀଜିଉଙ୍କ ଭଲରେ ଦର୍ଶନ କରି ଘଣ୍ଟି ଦ୍ୱାର ଓ ଗାରଦ ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରିବେ।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କେତେ ସଫଳ ହେବ? କେମିତି ଶୃଙ୍ଖଳିତ ହେବ ଦର୍ଶନାର୍ଥୀଙ୍କ ଦର୍ଶନ? ସୁରକ୍ଷା ବ୍ୟବସ୍ଥା ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି?? ଏଭଳି ତମାମ ପ୍ରଶ୍ନ ଏବେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ମନରେ ଉଙ୍କି ମାରିଛି I

– ଆସନ୍ତୁ… ଶୁଣିବା କାହାର କେଉଁ ମତ?? 

Share

ନଜର ପକାନ୍ତୁ

Leave a Reply