ମାରିଆଙ୍କୁ ନୋବେଲ୍, ଟ୍ରମ୍ପ ହତାଶ!
1 min read
ନିୟୁର୍କ //TATKAL ODISHA //
ଭେନେଜୁଏଲାର ମାରିଆ କୋରିନାଙ୍କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର। ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆଙ୍କୁ ନୋବେଲ୍।
ମାତ୍ର ଅନ୍ୟତମ ଆଶାୟୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ହତାଶ ହୋଇଛନ୍ତି I
ଭେନେଜୁଏଲାର ଗଣତନ୍ତ୍ର ପ୍ରତିଷ୍ଠାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ I ସେ ପାଇଛନ୍ତି ନୋବେଲ୍ ପୁରସ୍କାର।
।