ଦୀପାବଳି ଆଜି ଦୀପାବଳି : ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଐତିହ୍ୟସମ୍ପନ୍ନ ଗୀତ
1 min read
ଭୁବନେଶ୍ୱର//TATKAL ODISHA //
ଦୀପାବଳିର ସାମାଜିକ ଆବେଦନ ନିଆରା I କାର୍ତ୍ତିକ ମାସରେ ଦୀପ ଜାଳିଲେ ବିଷାକ୍ତ ପୋକମାନେ ଦୀପ ନିଆଁରେ ଝାସ ଦିଅନ୍ତି ଓ ସେମାନଙ୍କର ବିନାଶ ଘଟେ |ପରିବେଶ ସୁସ୍ଥ ରହେ |
ପୁଣି କାର୍ତ୍ତିକ ଅମାବାସ୍ୟା ହେଉଛି କାଳରାତ୍ରି |ଏଣୁ ଏହି ରାତ୍ରିକୁ ଆଲୋକିତ କରି କାଳ କବଳରୁ ନିଜକୁ ରକ୍ଷାକରିବାପାଇଁ ନିଜ ପୁରକୁ ହିନ୍ଦୁମାନେ ଆଲୋକିତ କରିଥାନ୍ତି |ଦୀପାବଳିର ପ୍ରଥା ଅନୁସାରେ ସାରାରାତି ଦୀପ ଜଳେ | ତେବେ ଆଜିର ବିଜୁଳି ଆଲୋକରେ ଦୀପ ଶିଖା ନିଷ୍ପ୍ରଭ |
ଏହି ଅବସରରେ ଶୁଣନ୍ତୁ… ଐତିହ୍ୟସମ୍ପନ୍ନ ଗୀତ
- କଣ୍ଠ :ସତ୍ୟବ୍ରତ ସାହୁ
- ସଂଗୀତ – ଡ଼ଃ ବିଜୟ ଜେନା
- ଗୀତ – ଅରୁଣ ମନ୍ତ୍ରୀ