ବିଶ୍ୱବିଦ୍ୟାଳୟ ଆଇନ୍‌ରେ ସୁପ୍ରିମ ରୋକ

0

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//


ବହୁଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ଲାଗିଲା ରୋକ୍ ଇ

  • -୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ I
  • -ଓଡ଼ିଶା ସରକାରଙ୍କୁ ଜବାବ ତଲବ, ୨ ମାସ ପରେ ପରବର୍ତ୍ତୀ ଶୁଣାଣି
  • -ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇ ପ୍ରତିପକ୍ଷ ଓକିଲ ଯଶମୀତ ସିଂହଙ୍କ ସୂଚନା
  • -ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‌କୁ ପୂର୍ବରୁ କ୍ଲିନ୍ ଚିଟ୍ ଦେଇଥିଲେ ହାଇକୋର୍ଟ
  • -କୁଳପତିଙ୍କ କାର୍ଯ୍ୟକାଳ ସହ ଆଇନ୍‌ରେ ଅନେକ ସଂଶୋଧନ ହୋଇଥିଲା
  • -ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ୟୁଜିସିର ଜଣେ ପ୍ରଫେସର

Leave A Reply

Your email address will not be published.