ରାଜନୀତି ନୂଆପଡ଼ା ଉପନିର୍ବାଚନ : ସ୍ନେହାଙ୍ଗିନୀ ଛୁରିଆ ବିଜେଡି ପ୍ରାର୍ଥୀ 1 min read 15/10/2025 ଭୁବନେଶ୍ୱର //TATKAL ODISHA // ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ I ସେ ଏବେ ମହିଳା ବିଜେଡି ସଭାନେତ୍ରୀ ଅଛନ୍ତି I ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀଙ୍କ ନାମ ଘୋଷଣା କରିଛନ୍ତି I Share Continue Reading Previous ନଭେମ୍ବର ୭ରେ ଜ୍ଞାନପ୍ରଭା ମିଶନ’ର ବିଶାଳ ଛାତ୍ରୀ ସମାବେଶ – ‘ଶକ୍ତି ରୂପେଣ ସଂସ୍ଥିତା’Next ଅକ୍ଟୋବର ୧୬ ରାଶିଫଳ: କେଉଁ ଫଳପ୍ରାପ୍ତି