tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସ୍ୱାମୀ ବିବେକାନନ୍ଦଙ୍କର ଅମୁଲ୍ୟ ଜୀବନ ମନ୍ତ୍ର

1 min read



1) ମହାତ୍ମା ସିଏ ଅଟନ୍ତି ଯିଏ ଗରିବ ଓ ଅସହାୟ ମାନଙ୍କ ପାଇଁ କାନ୍ଦନ୍ତି l , ଅନ୍ୟଥା ସିଏ ଦୂରତ୍ମା ଅଟନ୍ତି l
2) ଗୋଟିଏ ସମୟରେ ଗୋଟିଏ କାମକର ଓ ପୁରା ନିଷ୍ଠା ଓ ଧ୍ୟାନ ସହକାରେ କର l ବସକି ସବୁକିଛି ଭୁଲି ଯାଅ l ଉଠ ଜାଗ l ସେ ପର୍ଯ୍ୟନ୍ତ ରହି ଯାଅ ନାହିଁ, ଯେପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ ନ ହୋଇଛି 2
3) ନିରନ୍ତର ଶିଖିବା ହିଁ ଜୀବନ ଅଟେ l ଅଟକି ଯିବାହିଁ ମୃତ୍ୟୁ l
4) ସଂଘର୍ଷ ଯେତେ ବଡ ହେବ ବିଜୟ ସେତେ ହିଁ ଆନନ୍ଦ ଦାୟକ ହେବ l
5) ଯିଏ ସବୁଠାରୁ ବେଶୀ ତ୍ରୁଟି କରେ, ସିଏ ଜୀବନରେ ବେଶୀ ଶିଖିଥାଏ l
6)ଜ୍ଞାନ ହେଉଛି ସ୍ୱୟଂ ବର୍ତ୍ତମାନ l ମନୁଷ୍ୟ କେବଳ ତାହାର ଆବିଷ୍କାର କରି ଥାଏ l
7)ପଢିବା ପାଇଁ ଏକାଗ୍ରତା ଜରୁରୀ ଅଟେ l ଧ୍ୟାନ ଦ୍ୱାରା ହିଁ ଇନ୍ଦ୍ରୀୟ ମାନଙ୍କ ଉପରେ ସଂଯମ ରଖି ଏକାଗ୍ରତା ପ୍ରାପ୍ତ କରିହୁଏ l
8) ଜୀବନର ରହସ୍ୟ କେବଳ ଆନନ୍ଦ ନୁହେଁ ବରଂ ଅନୁଭବ ମାଧ୍ୟ୍ୟମରେ ଶିଖିବା l
9) ଆମକୁ ଏପରି ଶିକ୍ଷା ଆବଶ୍ୟକ ଯାହାଦ୍ୱାରା ଚରିତ୍ର ନିର୍ମାଣ ହେବ, ମନର ଶାନ୍ତି ବୃଦ୍ଧି ହେବ ଏବଂ ମନୁଷ୍ୟ ନିଜ ପଦରେ ଦଣ୍ଡାୟମାନ ହୋଇପାରିବ l
10) ଗୋଟିଏ ଆଦର୍ଶ ନିଅ l ସେହି ଆଦର୍ଶ କୁ ନିଜ ଜୀବନ କରି ନିଅ l ତାହା ବିଷୟରେ ଭାବ, ତାର ସ୍ବପ୍ନ ଦେଖ, ସେହି ଆଦର୍ଶରେ ବଞ୍ଚ l ନିଜର ମସ୍ତିଷ୍କ, ମାଂସ ପେଶୀ, ଧମନୀ, ଶରୀର ର ପ୍ରତ୍ୟେକ ଅଂଶ କୁ ସେହି ଆଦର୍ଶରେ ନିମଜ୍ଜିତ ହୋଇ ଯିବାକୁ ଦିଅ ଓ ଅନ୍ୟ ସବୁ ଆଦର୍ଶ କୁ ଛାଡି ଦିଅ l ଏହା ହିଁ ସଫଳତା ର ଏକ ବାଟ l

Share

Leave a Reply