ସହିଦ୍ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି
1 min read
ଭୁବନେଶ୍ୱର //TATKAL ODISHA //
ପୂଜ୍ୟ ପୂଜାର ପରମ୍ପରା ଆମ ସଂସ୍କୃତିରେ କାହିଁ କେଉଁ ଯୁଗରୁ ରହି ଆସିଛି I ସେହି କ୍ରମରେ ରାଜ୍ୟ ସରକାର ପୂଜ୍ୟ ପୂଜାକୁ ଗୁରୁତ୍ୱ ଦେଉଛନ୍ତି I
ସହିଦ୍ ବାଜି ରାଉତ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢୀ ବିଧାନସଭା ପରିସରରେ ରବିବାର ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି I