tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମାରିଆଙ୍କୁ ନୋବେଲ୍, ଟ୍ରମ୍ପ ହତାଶ!

1 min read

ନିୟୁର୍କ //TATKAL ODISHA //

ଭେନେଜୁଏଲାର ମାରିଆ କୋରିନାଙ୍କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର‌। ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆଙ୍କୁ ନୋବେଲ୍।

ମାତ୍ର ଅନ୍ୟତମ ଆଶାୟୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ହତାଶ ହୋଇଛନ୍ତି I

ଭେନେଜୁଏଲାର ଗଣତନ୍ତ୍ର ପ୍ରତିଷ୍ଠାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ I ସେ ପାଇଛନ୍ତି ନୋବେଲ୍ ପୁରସ୍କାର।

Share

Leave a Reply