ଭୟଙ୍କର ଘୂର୍ଣ୍ଣିଝଡ଼ ‘ଶକ୍ତି’ର ପଶ୍ଚିମ ଦିଗକୁ ଧୀର ଚଳନ
1 min read
- ଗୁଜରାଟ ଉପକୂଳରେ ବ୍ୟାପକ କ୍ଷତି ସମ୍ଭାବନା
ଅହମଦାବାବଦ// TATKAL ODISHA//
ଦ୍ୱାରକାରୁ ପ୍ରାୟ ୫୮୦ କିଲୋମିଟର ପଶ୍ଚିମ, ନାଲିଆରୁ ୫୮୦ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମ, ରାସ ଅଲ ହାଦ (ଓମାନ)ରୁ ୩୯୦ କିଲୋମିଟର ପୂର୍ବ ଏବଂ ମାସିରହ (ଓମାନ)ରୁ ୪୯୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ ଦିଗରେ କେନ୍ଦ୍ରିତ ଭୟଙ୍କର ଘୂର୍ଣ୍ଣିଝଡ଼ ‘ଶକ୍ତି’ ପଶ୍ଚିମ ଦିଗକୁ ଧୀର ଚଳନ କରୁଛି।
ସାଟେଲାଇଟ ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଶକ୍ତି କ୍ରମଶଃ ଭୟଙ୍କର ରୂପ ନେଉଛି I
ଫଳରେ ଗୁଜୁରାଟ ଉପକୂଳ ବର୍ତ୍ତୀ ଇଲାକାରେ ବ୍ୟାପକ କ୍ଷୟ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି I