ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଲେଖାଶ୍ରୀ ବାଲେଶ୍ୱର ସାଂସଦ ପ୍ରାର୍ଥୀ

0

ଭୁବନେଶ୍ୱର //TATKAL ODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି I ଏଥିରେ ବାଲେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସହ ବାକି ଥିବା କିଛି ବିଧାନସଭାର ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି

ଲେଖାଶ୍ରୀ ସାମନ୍ତସିଂହାର ବାଲେଶ୍ୱର ସାଂସଦ ପ୍ରାର୍ଥୀ ହୋଇଛନ୍ତି I

ଦେଖନ୍ତୁ ବିଧାନସଭା ତାଲିକା..

  • ଲଷ୍ମୀପୂର – ପ୍ରଭୁ ଜାନି
  • ପାରାଦୀପ – ଗୀତାଞ୍ଜଳି ରାଉତରାୟ
  • ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
  • ରେଢ଼ାଖୋଲ – ରୋହିତ ପୂଜାରୀ
  • ତେଲକୋଇ -ମାଧବ ସର୍ଦାର
  • ତାଳଚେର -ବ୍ରଜ କିଶୋର ପ୍ରଧାନ
  • ନର୍ଲା – ମନୋରମା ମହାନ୍ତି
  • ବାଲିଗୁଡା -ଚକ୍ରମଣୀ କହଁର
  • ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା

Leave A Reply

Your email address will not be published.