tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଧରାବତରଣ କଲେ ଐଶ୍ୱର୍ଯ୍ୟର ଦେବୀ ମା ମହାଲକ୍ଷ୍ମୀ

1 min read
  • ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ୱର,//TATKAL ODISHA //

ଧରାବତରଣ କଲେ ଐଶ୍ୱର୍ଯ୍ୟର ଦେବୀ ମା ମହାଲକ୍ଷ୍ମୀ

ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ, କେନ୍ଦ୍ରାପଡା ସହର ସମେତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମା ଗଜଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ, କ୍ଳବ ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ପକ୍ଷରୁ ସମସ୍ତ ପୂଜା ଆରମ୍ଭ ହୋଇଛି l

ସୁନ୍ଦର ତୋରଣର ଆଲୋକୀକରଣ ମଣ୍ଡପରେ ଝଲସୁଛନ୍ତି ସ୍ୱର୍ଣ୍ଣାଳଲଙ୍କାର ବିଭୂଷିତ ମା’ ଗଜଲକ୍ଷ୍ମୀ l

Share

Leave a Reply