ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • ଭୁବନେଶ୍ୱର//TATKAL ODISHA//ବାସ୍ତୁଗୃହ//

TATKAL ODISHAରେ କ୍ରମାଗତ ଭାବେ ବାସ୍ତୁଗୃହ ଉପରେ ନଅ ଅଧ୍ୟାୟ ପ୍ରକାଶ କରାଯାଇଛି I ଏଥର ପାଣିଟାଙ୍କି ଉପରେ ସମ୍ୟକ ଦୃଷ୍ଟି ନିକ୍ଷେପ କରାଯାଇଛି I

ଘରର କେଉଁଠି ପାଣିଟାଙ୍କି ହେବା ଉଚିତ? ତାର ଦିଗ କଣ ହେବା ଦରକାର? ଆସନ୍ତୁ ଜାଣିବା…

ପାଣିଟାଙ୍କି (Water Tank) :

  • ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ପାଣିଟାଙ୍କି ରହିବା ବିଧେୟ ।
  • ଗୃହର ମଧ୍ୟଭାଗରେ ରଖିବା ଆଦୌ ଉଚିତ ନୁହେଁ ।
  • ପ୍ଲାଷ୍ଟିକ୍ ପାଣି ଟାଙ୍କି ବ୍ୟବହାର କଲେ, କଳା କିମ୍ବା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ ।
  • ମାଟିତଳେ କରାଯାଉଥିବା ପାଣିଟାଙ୍କି ଉତ୍ତର-ପୂର୍ବରେ ହିଁ କରାଯିବା ଉଚିତ। ପୂର୍ବ କିମ୍ବା ଉତ୍ତର ଦିଗରେ ମଧ୍ୟ କରାଯାଇପାରେ ।

TATKAL ODISHAରେ ପୂର୍ବ ରିପୋର୍ଟ ଦେଖନ୍ତୁ…

// ବାସ୍ତୁ ଗୃହ //

ଗୃହ ପାଇଁ ବାସ୍ତୁବିଜ୍ଞାନ-9: କେମିତି ହେବ ପୋର୍ଟିକୋ, ବାରଣ୍ଡା?

ଗୃହ ପାଇଁ ବାସ୍ତୁବିଜ୍ଞାନ-9: କେମିତି ହେବ ପୋର୍ଟିକୋ, ବାରଣ୍ଡା?

Leave A Reply

Your email address will not be published.