ଓଟିଟି ପ୍ଲାଟଫର୍ମରେ ଜଗନ୍ନାଥ, ଆପତ୍ତି ଉଠାଇଲେ ଗବେଷକ

ଆରମ୍ଭରୁ ତେଜିଲା ବିବାଦ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାକୁ ଆହତ ପ୍ରସାରିତ ପ୍ରୋମୋରେ ବିଚିତ୍ର ଭିଡିଓ ପୁରୀ //TATKAL ODISHA// ଚଳିତ ଅଗଷ୍ଟ ୨୬ରେ ‘ହରି ଓମ୍‌’ ‘ଓଟିଟି ପ୍ଲାଟ୍‌ଫର୍ମ’ରେ ‘ଜୟ ଜଗନ୍ନାଥ’ ନାମରେ ଏକ ଆପତ୍ତିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ

ରେଖାପଞ୍ଚମୀ ପାଇଁ ଶ୍ରୀମନ୍ଦିରରେ ଚାରି ଘଣ୍ଟା ଦର୍ଶନ ବନ୍ଦ

ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଲେଖା ଲାଗି ପୁରୀ//TATKAL ODISHA// ରେଖାପଞ୍ଚମୀ ପାଇଁ ଶ୍ରୀମନ୍ଦିରରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କୁ ରାହୁ ରେଖା ଲାଗି ହୋଇଥାଏ

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଲାଗୁ ହେଲା ସୁଭଦ୍ରା ଯୋଜନା

ଏକ କୋଟି ମହିଳା ଉପକୃତ ହେବେ: ଏସଓପି ଜାରି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ମିଳିବ ପ୍ରଥମ କିସ୍ତି! ଭୁବନେଶ୍ୱର//TATKAL ODISHA// ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ସମ୍ପର୍କରେ

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର//TATKAL ODISHA// ଚିକିଟି ମଦ ମୃତ୍ୟୁକୁ ନେଇ ଗୃହରେ ପୁଣି ଝଡ଼ ସୃଷ୍ଟି ହୋଇଛି I ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ଆଜିବି ଗୃହ ମଝିରେ ନାରାବାଜି କରିବା ସହ ହଙ୍ଗାମା କରିଛନ୍ତି I ଦୁଇ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିଅମ ଉପରକୁ ଉଠି ମାଇକ

ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ, ବନ୍ଦ ହେବ ନାହିଁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା

ବିଧାନସଭାରେ ମୋହନ ମାଝୀଙ୍କ ଉତ୍ତର ଭୁବନେଶ୍ୱର//TATKAL ODISHA// ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବନ୍ଦ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ । ବିଧାନସଭାରେ ବିରୋଧୀ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁରାଜ୍ୟ ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ଵର ଜୟଦେବ ଭବନରେ ଭୁବନେଶ୍ଵର//TATKAL ODISHA// ଚତୁର୍ଥ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତହୋଇଥିବା ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଆଦିବାସୀ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭୁବନେଶ୍ଵର ଜୟଦେବଭବନ ଠାରେ ରାଜ୍ୟ ସ୍ତରୀୟ ବିପୁଳ ନାଗରିକ ସମ୍ବର୍ଦ୍ଧନା

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ଶେଷ ହେବାକୁ ଆଉ ଦଶ ଦିନ ବାକି : ବଢ଼ୁଛି ଆଶଙ୍କା

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସବୁ ସାମ୍ବାଦିକ ଫାଇଲ ନଥି,ଅର୍ଥ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଲୁଛି ଭୁବନେଶ୍ୱର//TATKAL ODISHA// ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧିକୁ ଆଉ ଦଶ ଦିନ ବାକି । ଅର୍ଥାତ ଚଳିତ ମାସ ୩୧ରେ ଶେଷ ହେଉଛି ଉକ୍ତ

ଓଡ଼ିଶାରେ ବିଜେପିର ଲକ୍ଷ୍ୟ ଆଉ ୧ କୋଟି ସଦସ୍ୟ

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ଭୁବନେଶ୍ୱର,//TATKAL ODISHA// ବିଜେପିର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନା କରିବେ କାର୍ଯ୍ୟକର୍ତ୍ତା । ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସଦସ୍ୟ

ବିଶ୍ୱାସ,ଭରସା ଓ ଭଲ ପାଇବାର ପର୍ବ -‘ରକ୍ଷାବନ୍ଧନ’

ଶ୍ରୀକାନ୍ତ ଦାଶ ମଣିଷ ଜୀଵନ ଜଞ୍ଜାଳମୟ | ଏଥିରୁ ମୁକ୍ତି ପାଇଁ ଆବହମାନ କାଳରୁ ସମାଜରେ ଅନେକ ପର୍ବ ପର୍ବାଣୀ ଓ ଉତ୍ସବର ବ୍ୟବସ୍ଥା କରାଯାଇଛି | ଏସବୁ କର୍ମମୟ ଜୀବନରେ ଆନନ୍ଦର ସୁଯୋଗ ଦିଏ ଓ ମଣିଷ ମନରେ ନୂଆ ଉତ୍ସାହ ଭରିଦିଏ |ଏସବୁ ପାର୍ବମାନଙ୍କ ମଧ୍ୟରୁ ଅନେକ ଜାତୀୟ

ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ (ଶେଷ ଅଂଶ)

(ପୂର୍ବ ପ୍ରକାଶିତ ଉତ୍ତାରୁ.. ) ******************************************* କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମ ପତ୍ନୀ

ଶେଷ ଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର//TATKAL ODISHA//  ଡେଙ୍ଗୁରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପ୍ରାଣ ତ୍ୟାଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଶନିବାର ବିଳମ୍ବିତ

ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ -2

******************************************** କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘ଦ୍ଵିତୀୟ’ ଏପିସୋଡର

ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ'(ଏକ)

++++++++++++++++++++++++++++++++++ "କାଠ ବାଘ ଗୋଟିଏ ସତ୍ୟ ଆଧାରିତ ଏକ 'କାଳ୍ପନିକ'କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ରହେ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ 'କ୍ରମଶଃ ଭାବେ' ଚାରୋଟି କାହାଣୀ ପଢ଼ି ମଜା

ଆରପାରିରେ ଦୂରଦର୍ଶନର ପୂର୍ବତନ ସହ ନିର୍ଦେଶକ ତାପସ କୁମାର ବୋଷ

ଭୁବନେଶ୍ୱର//TATKAL ODISHA// ବିଶିଷ୍ଟ ନାଟ୍ୟ ନିର୍ଦେଶକ, ଅଭିନେତା ତଥା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦେଶକ ତାପସ କୁମାର ବୋଷ ଆଉ ଇହ ଜଗତରେ ନାହାନ୍ତି I ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି I କିଛି ମାସ ହେଲା ସ୍ବର୍ଗତ

ଆମେ କେତେ ସ୍ୱାଧୀନ ?

********** ଶ୍ରୀକାନ୍ତ ଦାଶ *********** ଆମେ କେତେ ସ୍ୱାଧୀନ ?ସ୍ୱାଧୀନତା ମଣିଷ ଆତ୍ମାର ସବୁଠୁ ସୁନ୍ଦରତମ ଫୁଲ |ଗୋଟିଏ ବ୍ୟକ୍ତି ସ୍ୱାଧୀନତା ହରେଇଲେ ତାହାର ପ୍ରତିକାର କରିହେବ, ମାତ୍ର ଗୋଟିଏ ଜାତି ସ୍ୱାଧୀନତା ହରେଇଲେ ତାକୁ ପୁନଃ ପ୍ରାପ୍ତ କରିବାକୁ ଅନେକ ବର୍ଷ ଲାଗି