ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁରାଜ୍ୟ ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ଵର ଜୟଦେବ ଭବନରେ ଭୁବନେଶ୍ଵର//TATKAL ODISHA// ଚତୁର୍ଥ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତହୋଇଥିବା ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଆଦିବାସୀ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭୁବନେଶ୍ଵର ଜୟଦେବଭବନ ଠାରେ ରାଜ୍ୟ ସ୍ତରୀୟ ବିପୁଳ ନାଗରିକ ସମ୍ବର୍ଦ୍ଧନା

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ଶେଷ ହେବାକୁ ଆଉ ଦଶ ଦିନ ବାକି : ବଢ଼ୁଛି ଆଶଙ୍କା

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସବୁ ସାମ୍ବାଦିକ ଫାଇଲ ନଥି,ଅର୍ଥ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଲୁଛି ଭୁବନେଶ୍ୱର//TATKAL ODISHA// ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧିକୁ ଆଉ ଦଶ ଦିନ ବାକି । ଅର୍ଥାତ ଚଳିତ ମାସ ୩୧ରେ ଶେଷ ହେଉଛି ଉକ୍ତ

ଓଡ଼ିଶାରେ ବିଜେପିର ଲକ୍ଷ୍ୟ ଆଉ ୧ କୋଟି ସଦସ୍ୟ

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ଭୁବନେଶ୍ୱର,//TATKAL ODISHA// ବିଜେପିର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ଲୋକଙ୍କୁ ସଦସ୍ୟ କରାଯିବ । ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନା କରିବେ କାର୍ଯ୍ୟକର୍ତ୍ତା । ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସଦସ୍ୟ

ବିଶ୍ୱାସ,ଭରସା ଓ ଭଲ ପାଇବାର ପର୍ବ -‘ରକ୍ଷାବନ୍ଧନ’

ଶ୍ରୀକାନ୍ତ ଦାଶ ମଣିଷ ଜୀଵନ ଜଞ୍ଜାଳମୟ | ଏଥିରୁ ମୁକ୍ତି ପାଇଁ ଆବହମାନ କାଳରୁ ସମାଜରେ ଅନେକ ପର୍ବ ପର୍ବାଣୀ ଓ ଉତ୍ସବର ବ୍ୟବସ୍ଥା କରାଯାଇଛି | ଏସବୁ କର୍ମମୟ ଜୀବନରେ ଆନନ୍ଦର ସୁଯୋଗ ଦିଏ ଓ ମଣିଷ ମନରେ ନୂଆ ଉତ୍ସାହ ଭରିଦିଏ |ଏସବୁ ପାର୍ବମାନଙ୍କ ମଧ୍ୟରୁ ଅନେକ ଜାତୀୟ

ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ (ଶେଷ ଅଂଶ)

(ପୂର୍ବ ପ୍ରକାଶିତ ଉତ୍ତାରୁ.. ) ******************************************* କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମ ପତ୍ନୀ

ଶେଷ ଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର//TATKAL ODISHA//  ଡେଙ୍ଗୁରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପ୍ରାଣ ତ୍ୟାଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଶନିବାର ବିଳମ୍ବିତ

ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ -2

******************************************** କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘ଦ୍ଵିତୀୟ’ ଏପିସୋଡର

ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ'(ଏକ)

++++++++++++++++++++++++++++++++++ "କାଠ ବାଘ ଗୋଟିଏ ସତ୍ୟ ଆଧାରିତ ଏକ 'କାଳ୍ପନିକ'କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ରହେ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ 'କ୍ରମଶଃ ଭାବେ' ଚାରୋଟି କାହାଣୀ ପଢ଼ି ମଜା

ଆରପାରିରେ ଦୂରଦର୍ଶନର ପୂର୍ବତନ ସହ ନିର୍ଦେଶକ ତାପସ କୁମାର ବୋଷ

ଭୁବନେଶ୍ୱର//TATKAL ODISHA// ବିଶିଷ୍ଟ ନାଟ୍ୟ ନିର୍ଦେଶକ, ଅଭିନେତା ତଥା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦେଶକ ତାପସ କୁମାର ବୋଷ ଆଉ ଇହ ଜଗତରେ ନାହାନ୍ତି I ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି I କିଛି ମାସ ହେଲା ସ୍ବର୍ଗତ

ଆମେ କେତେ ସ୍ୱାଧୀନ ?

********** ଶ୍ରୀକାନ୍ତ ଦାଶ *********** ଆମେ କେତେ ସ୍ୱାଧୀନ ?ସ୍ୱାଧୀନତା ମଣିଷ ଆତ୍ମାର ସବୁଠୁ ସୁନ୍ଦରତମ ଫୁଲ |ଗୋଟିଏ ବ୍ୟକ୍ତି ସ୍ୱାଧୀନତା ହରେଇଲେ ତାହାର ପ୍ରତିକାର କରିହେବ, ମାତ୍ର ଗୋଟିଏ ଜାତି ସ୍ୱାଧୀନତା ହରେଇଲେ ତାକୁ ପୁନଃ ପ୍ରାପ୍ତ କରିବାକୁ ଅନେକ ବର୍ଷ ଲାଗି

ଭି କେ ପାଣ୍ଡିଆନଙ୍କ ନାମରେ ଏତଲା

ଅର୍ଥ ତୋଷରପାତ ଅଭିଯୋଗ କ୍ୟାପିଟାଲରେ FIR କଲେ ଆଇନଜୀବୀ ସୁଧୀର ମହାନ୍ତି ଭୁବନେଶ୍ୱର //TATKAL ODISHA// ଆଇନଜୀବି ସୁଧୀର ଚରଣ ମହାନ୍ତି କ୍ୟାପିଟାଲ ଥାନାରେ ପୂର୍ବତନ ପ୍ରଶାସକ ଭି କେ ପାଣ୍ଡିଆନଙ୍କ ନାମରେ ଏତଲା ଦାୟର କରିଛନ୍ତି I ଅର୍ଥ ତୋଷରପାତ ଓ ଖଣି

ପୁଣି ଚେଙ୍ଗିଲେ ନବୀନ? ଶାନ୍ତିପ୍ରିୟ ରାଜ୍ୟରେ ଏବେ ଅଶାନ୍ତି

ଭୁବନେଶ୍ୱର //TATKAL ODISHA// ଚବିଶ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ ବେଶ ଶାନ୍ତ ଓ ସରଳ ସ୍ଵଭାଵ ଥିବା ନବୀନ ପଟ୍ଟନାୟକ କ୍ଷମତାରୁ ଗଲା ପରେ ଏଇ କିଛି ଦିନ ହେଲା ବେଶ ସକ୍ରିୟ ହୋଇଛନ୍ତି I ପ୍ରତିଦିନ ବିଜେପି ସରକାରଙ୍କୁ ବିଭିନ୍ନ ସମ୍ବେଦନଶିଳ ପ୍ରସଙ୍ଗରେ ସିଧାସଳଖ 'ଆଟାକ'

ଚାରି ରାଜପଥ ନିର୍ମାଣ ଖୁବଶୀଘ୍ର, ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,//TATKAL ODISHA// ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଜାତୀୟ ରାଜପଥ ସମୀକ୍ଷା ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟି ଓଡ଼ିଶାରେ ସଡ଼କ ଭିତ୍ତିଭୂମୀ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ

ଆରପାରିରେ କଂସ ମହାରାଜ

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର,//TATKAL ODISHA// ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ ଆଉ ଇହ ଜଗତରେ ନାହାନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର : ସଂଶୋଧନ ହେଉ ଓଡ଼ିଆ ବିଶ୍ଵବିଦ୍ୟାଳୟ ଆଇନ

• ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା• ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା