ଆରପାରିରେ ସିପିଏମ ନେତା ସିତାରାମ ୟେଚୁରୀ

ନୂଆଦିଲ୍ଲୀ //TATKAL ODISHA // ସିପିଆଇଏମର ଜାତୀୟ ସ୍ତରର ବରିଷ୍ଠ ନେତା ସୀତାରାମ ୟେଚୁରୀ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା I ସ୍ବର୍ଗତ ୟେଚୁରୀଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି

ୱାର୍ଲଡ ସ୍କିଲସ ଲିଅନ 2024: ଉତ୍ସବମୁଖର ଫ୍ରାନ୍ସର ଲିଓନ

ଲିଓନ, ଫ୍ରାନ୍ସ // TATKAL ODISHA//EXCLUSIVE// ୱାର୍ଲଡ ସ୍କିଲସ ଲିଅନ 2024 I ସେପ୍ଟେମ୍ବର 10ରୁ ଆରମ୍ଭ ହୋଇଛି I 15 ଯାଏଁ ଚାଲିବ I ଏଥିରେ 70 ଟି ଦେଶର 1400 ପ୍ରତିଯୋଗୀଙ୍କ 62 ଟି ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି I ଏଥିପାଇଁ ଫ୍ରାନ୍ସର ଲିଅନ

ଗ୍ରାମାଞ୍ଚଳରେ ଗ୍ରେ ୱାଟର ମ୍ୟାନେଜମେଣ୍ଟ ପାଇଁ 1279.07 କୋଟି

ଭୁବନେଶ୍ୱର //TATKAL ODISHA// ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ଗ୍ରାମାଞ୍ଚଳରେ ୨୦୧୯ଠାରୁ ଗ୍ରେୱାଟର ମ୍ୟାନେଜମେଣ୍ଟ ପାଇଁ ଗର୍ତ୍ତ ବା ଶୋକ ପିଟ ଓ ଲିଚ୍ ପିଟ୍ର ବ୍ୟବସ୍ଥା ରହିଛି । ଏଥିପାଇଁ ୧୨୭୯.୦୭ କୋଟି ଅର୍ଥରାଶି ବ୍ୟୟ ବରାଦ କରାଯାଇଛି । ମଙ୍ଗଳବାର ବିଧାନ

ବାଲେଶ୍ୱର ଜିଲ୍ଲାରେ ୨୦୦.୫୫ କିମିର ଲୁଣାବନ୍ଧ

- ସମୁଦ୍ର ଜୁଆରକୁ ରୋକିବା ପାଇଁ ଏମିତି ହେବ ୩୮୦ କିମିର ଲୁଣାବନ୍ଧ ଛଅ ଊପକୂଳ ଜିଲ୍ଲା ପାଇଁ ସରକାର ବ୍ୟୟ କରିବେ ୧୯୪୪ କୋଟି ଭୁବନେଶ୍ୱର//TATKAL ODISHA //ରାଜ୍ୟ ସରକାର ସମୁଦ୍ର ତଟ ଛଅ ଜିଲ୍ଲାରେ ୩୮୦ କିମିର ଲୁଣାବନ୍ଧ ନିର୍ମାଣ କରୁଛନ୍ତି। କେବଳ ବାଲେଶ୍ୱର ଜିଲ୍ଲାରେ

ଭୟଙ୍କର ରୂପ ନେଲା ‘ଅବପାତ’ : ପ୍ରବଳ ବର୍ଷିବ

ପାଞ୍ଚ ଜିଲ୍ଲାକୁ ରେଡ ୱାର୍ନିଙ୍ଗ, ବାର ଜିଲ୍ଲାକୁ ୱାରେଞ୍ଜ ୱାର୍ନିଙ୍ଗ ଭୁବନେଶ୍ୱର//TATKAL ODISHA // ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଭୟଙ୍କର ରୂପ ନେଇଛି I  ଏହାର ପ୍ରଭାବ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶା

ପଢ଼ନ୍ତୁ ନୂଆ ଗପ -‘ଆଷାଢ଼ୀ’

+++++++++++++++++++++ //ଆଷାଢୀ// ସନ୍ତୋଷ କୁମାର ସେଠୀ ++++++++++++++++++++++ ଦୋରଗୁଡା ଗାଁକୁ ଆସିବା ମୋର ଅନେକ ଥର ହେଲାଣି। ପାହାଡ଼ ପର୍ବତ ଘେରା ଆଦିବାସୀ ଗାଁ ଟିଏ। ଅନେକ ଶିଶୁ ଓ ମା ଙ୍କ ର ମୃତ୍ୟୁ ଘଟିବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ

ନୁଆଁଖାଇ ପର୍ବରେ ଶୁଣନ୍ତୁ ସମ୍ବଲପୁରୀ ଢାପ- ‘ନୁଆଁଖାଇ ଜୁହାର’

ସମ୍ବଲପୁର, ବଲାଙ୍ଗୀର //TATKAL ODISHA// ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାରମ୍ପରିକ ଓ ଖୁବ ଧୁମଧାମରେ ପାଳନ ହେଉଛି I ଧାନ ଅମଳର ଖୁସିରେ ଏହି ପର୍ବ କାହିଁ କେଉଁ ଦିନରୁ ପାଳନ ହେଉଛି I ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଖର୍ବ°ସ୍ଥୁଳତନୁଂ ଗଜେନ୍ଦ୍ର ବଦନ°ଲମ୍ବୋଦର ସୁନ୍ଦର°,ପ୍ରସ୍ୟନ୍ଦନ୍ ମଧୁଗନ୍ଧ ଲୁବ୍ଧ ମଧୁପ ବ୍ୟାଲୋଳ°ଗଣ୍ଡସ୍ଥଳ°,ଦନ୍ତାଘାତ ବିଦାରିତାରି ରୁଧିରୟେଇ ସିନ୍ଦୁର ଶୋଭାକର°ବନ୍ଦେ ଶୈଳସୂତା ସୁତଂ ଗଣପତି°ସିଦ୍ଧିପ୍ରଦ°କାମଦ° ଆଜି ପବିତ୍ର ଗଣେଶ ଚତୁର୍ଥୀ, ବିଘ୍ନରାଜ ଶ୍ରୀଗଣେଶଙ୍କର

ହିନ୍ଦୁ ମହିଳା କାହିଁକି ପାଳନ୍ତି ବାଲିତୃତୀୟା ବ୍ରତ?

ବାଲିତୃତୀୟା ବ୍ରତଓଡିଆ ସଂସ୍କୃତି ଓ ପରମ୍ପରାରେ ଅନେକ ପୂଜା, ବ୍ରତର ବିଧାନ ରହିଛି | ଏସବୁ ପୂଜା ବ୍ରତ ସାମାଜିକ, ସାଂସ୍କୃତିକ ଓ ପାରିବାରିକ ଜୀଵନକୁ ରସମୟ କରିଥାଏ ଓ ଶାନ୍ତି, ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରିଥାଏ | ଏ ସବୁ ବ୍ରତ ମଧ୍ୟରେ ବାଲିତୃତୀୟା ବ୍ରତ ଅନ୍ୟତମ | ଏହି

ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ନିପୁଣ ଓଡ଼ିଶା’, ‘ଡିପ୍’ କାର୍ଯ୍ୟକ୍ରମ

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ- ମୁଖ୍ୟମନ୍ତ୍ରୀ ସଂସ୍କୃତି ଆଧାରିତ ଶିକ୍ଷା ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି ପ୍ରାଥମିକ ଶିକ୍ଷାରେ ଭାଷା ଏବଂ ସଂସ୍କୃତିର ଗୁରୁତ୍ଵ ପାଇଁ

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର//TATKAL ODISHA // ବିଧାନସଭା ଶୂନ୍ୟ କାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି I ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ

…ଉପଦେକ୍ଷନ୍ତି ତେ ଜ୍ଞାନ° ଜ୍ଞାନୀନ ସ୍ତତ୍ତ୍ୱ ଦର୍ଶୀନଃ

ଗୁରୁଦିବସଗୁରୁ ଆମର ପୂଜ୍ୟ ଓ ନମସ୍ୟ |ତାଙ୍କରି ଆଶୀର୍ବାଦରେ ବ୍ୟକ୍ତି ବଡ଼ ହୋଇପାରେ ଓ ଅଶାନ୍ତିରେ ପତନ ମୁଖକୁ ଟାଣି ହୋଇଯାଏ | ତାର ଉଦାହରଣ ମହାଭାରତ ମହାପୁରାଣରୁ ମିଳିଥାଏ | ମହାଭାରତର ମହାନ ବୀର କର୍ଣ୍ଣ ଗୁରୁ ଭଗବାନ ପର୍ଶୁରାମଙ୍କ ପାଖରେ ରହି ସମସ୍ତ ବିଦ୍ୟା ଲାଭକରିଥିଲେ | ମାତ୍ର

ଏକାମ୍ର ଐତିହ୍ୟ ପ୍ରକଳ୍ପ: ସମସ୍ୟା ନଥିବା ସ୍ଥାନରେ କାର୍ଯ୍ୟାରମ୍ଭ ଖୁବଶୀଘ୍ର

- କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା -ସାତ ଦିନ ଅନ୍ତରରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବେ ଅଧିକାରୀ ଭୁବନେଶ୍ୱର,//TATKAL ODISHA//: ସାରା ଦେଶରେ ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର କ୍ଷେତ୍ରର ଅନେକ ପ୍ରସିଦ୍ଧି ରହିଛି । ଏଥି ସହିତ ଓଡ଼ିଶାବାସୀଙ୍କ

ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ

ଭୁବନେଶ୍ୱର //TATKAL ODISHA// ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି l) ଭଙ୍ଗ କରିଛନ୍ତି ରାଜ୍ୟ ସରକାର I ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର