ଭାଗ୍ୟଚକ୍ରରେ କଣ ଲେଖା ଅଛି? ଦେଖନ୍ତୁ ନୂଆ ସପ୍ତାହର ରାଶିଫଳ

ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି// TATKAL ODISHA // ********************************************* ଏ ସପ୍ତାହର ରାଶିଫଳ (ଏ ସପ୍ତାହର ରାଶିଫଳ: ୧୯-୧୨-୨୨ ସୋମବାରଠାରୁ ୨୫-୧୨-୨୨ ରବିବାର ପର୍ଯ୍ୟନ୍ତ)

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ-9: ‘ବିଶ୍ୱାସ’

//TATKAL ODISHA// ********************************************** ଗଳ୍ପ : ବିଶ୍ୱାସମନୋଜ କୁମାର ମହାପାତ୍ର +++++++++++++++++++++++++++++++ ସଞ୍ଜ ନଇଁ ଆସୁଥିଲା l ପୁଷ ମାସର ଶୀତୁଆ ପବନଟା ସାଏଁ ସାଏଁ ମୋ ଶୀତବସ୍ତ୍ର-ଅଭାବୀ ଦେହଟାକୁ ଏମିତି

କେନ୍ଦ୍ରରୁ ଫେରିଲେ ବରିଷ୍ଠ ଆଇଏସ୍ ଉଷା ପାଢ଼ୀ: ଦକ୍ଷତା ବିକାଶ,ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର//TATKAL ODISHA// କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇଏସ୍ ଉଷା ପାଢ଼ୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି । ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ବି ସମ୍ଭାଳିବେ। ଅନ୍ୟପକ୍ଷରେ ବରିଷ୍ଠ

ବିଜେଡିର କାଉଣ୍ଟର ଆଟାକ: ବିଜେପି କାନ୍ଦୁଛି କୁମ୍ଭୀର କାନ୍ଦଣା

-ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର: ବିଜେଡି-ସମସ୍ତ ପ୍ରକାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପୂର୍ଣ୍ଣ ପ୍ରତିଶ୍ରୁତି-ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ନେଇପାରିବ ନିଷ୍ପତ୍ତି-ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ପ୍ରଚାର ନକରିବାକୁ ବିଜେଡିର

ସଂସଦରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ରାଜ୍ୟ ମୁଣ୍ଡରେ ଅଠା ବୋଳିଲେ ପୂଜାରୀ

କେନ୍ଦ୍ର ଆଇନ ମନ୍ତ୍ରୀ ସ୍ଥିତିକୁ ସ୍ୱାଭାବିକ କରନ୍ତୁ ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA// ସଂସଦରେ ଉଠିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ I ବିଜେପି ସାଂସଦ ସୁରେଶ ପୂଜାରୀ ଏହା ଉଠାଇବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଆଇନ

ପଠାଣି ସାମନ୍ତଙ୍କ ‘ସୂର୍ଯ୍ୟଘଡି’, ଶଙ୍କୁଦଣ୍ଡ,’ ଉଲମ୍ବୀ ଚକ୍ର’,ମାନଯନ୍ତ୍ର

*ଉତ୍କଳମାତାର ଯୋଗ୍ୟତମସୁତ//ପଠାଣି ସାମନ୍ତଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି // +++++++++++ଶ୍ରୀକାନ୍ତ ଦାଶ++++++++++ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ପୁଣ୍ୟ ଜନ୍ମଦିବସରେ ତାଙ୍କ ସ୍ମୃତି ଚାରଣ ନ କଲେ ତାଙ୍କର ଅମର୍ଯ୍ୟାଦା ହେବ | ସେ ସାଧାରଣ

ସଂସଦରେ ଗର୍ଜିଲେ ପୂଜାରୀ, ସିବିଆଇ ତଦନ୍ତ ହେଲେ ଫିଟିବ ‘ନାଗ ଗୁମର’

ନୂଆଦିଲ୍ଲୀ,ଭୁବନେଶ୍ୱର,//TATKAL ODISHA //ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଇଡି ରିମାଣ୍ଡରେ ନେଇ ଜେରା କରୁଥିବାବେଳେ ବିଜେପି ସାଂସଦ ସୁରେଶ ପୂଜାରୀ ସଂସଦରେ ଗର୍ଜିଛନ୍ତି । ସେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲର ସିବିଆଇ ତଦନ୍ତ ସହ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରି

ଓଡ଼ିଶାରେ ଲାଗୁ ହେଉ ଆୟୁଷ୍ମାନ ଭାରତ ଯୋଜନା

କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ ୪.୫ କୋଟି ଓଡ଼ିଆ ସମେତ ୧ କୋଟି ପ୍ରବାସୀ ଓଡ଼ିଆଙ୍କ ହିତ ପାଇଁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଓଡ଼ିଶାର

ଦୁଇ ମାସ ମଧ୍ୟରେ ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା

ନୂତନ ଗ୍ରାମର ଜମିଜମା ଦସ୍ତାବିଜ୍ ଭୂଲେଖରେ ପଞ୍ଜିକରଣ କର ସରକାରୀ ପ୍ରକଳ୍ପରେ ତୁରନ୍ତ ଜମି ପ୍ରଦାନ ଉପରେ ନଜର ଦିଅ ଭୁବନେଶ୍ୱର,//TATKAL ODISHA// ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ। ବିଧାନସଭାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ରାଜସ୍ୱ ଓ

ଫିନଲ୍ୟାଣ୍ଡ ମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ କଳାକୃତିର ପଟ୍ଟଚିତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଫିନଲ୍ୟାଣ୍ଡର ନିଯୁକ୍ତି ମନ୍ତ୍ରୀ ତୁଲା ହାତାନେନଙ୍କ ସହ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଭାରତ ଓ ଫିନଲ୍ୟାଣ୍ଡ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ର ଆହୁରି ସୁଦୃଢ଼ ହେବ – ଧର୍ମେନ୍ଦ୍ର • ବିଶ୍ୱର ଦକ୍ଷତା ଏବଂ ପ୍ରତିଭାର ରାଜଧାନୀ ହେବ ଭାରତ ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର

ଜାମିନ ପାଇଲେ ନିରଞ୍ଜନ ସେଠୀ

କଟକ,//TATKAL ODISHA// ଏକ ହତ୍ୟାକାଣ୍ଡ ଘଟଣାରେ ଭଦ୍ରକ ଜେଲରେ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ ଜାମିନ ପାଇ ମୁକୁଳିବାକୁ ଯାଉଛନ୍ତି I ପୂର୍ବରୁ ତଳ କୋର୍ଟ ଦ୍ୱାରା ଜାମିନ ନାଂକଚ ହୋଇଥିଲେ ହେଁ ହାଇକୋର୍ଟ ଦ୍ୱାରା ଜାମିନ ମିଳିଛି

ଭୟ ଶୂନ୍ୟ, ଜୀବନ ଧନ୍ୟ

ମାଲକାନଗିରି ସ୍ୱାଭିମାନୀ ଅଞ୍ଚଳରେ ଏବେ ବିକାଶର ରାସ୍ତା ଫିଟିଛି ଗୁରୁପ୍ରିୟା ସେତୁ ଆଉ ଏକ ଜୀବନ ରେଖା ମାଓଗଡ଼ରେ ଆଦିବାସୀଙ୍କ ହୃଦୟ ଜିତିଲା ଛପନଭୋଗ ମାଲକାନଗିରି//TATKAL ODISHA// ଏକଦା ମାଓବାଦୀଙ୍କ ଗଡ କୁହାଯାଉଥିବା ମାଲକାନଗିରିରେ ପୋଲିସ୍ ଓ ବିଏସଏଫର ମିଳିତ ସହଯୋଗରେ

ହକି ଟିକେଟ୍ ଥିଲେ ଷ୍ଟାଡିୟମକୁ ମୋ ବସ୍‌ରେ ମାଗଣା ଯାତ୍ରା

ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ: ମୁଖ୍ୟ ସଚିବ ଭୁବନେଶ୍ୱର,//TATKAL ODISHA// ହକି ବିଶ୍ୱକପ ପାଇଁ ଚଳିତ ଆର୍ôଥକ ବର୍ଷରେ କ୍ରୀଡ଼ା ବିଭାଗ ୭୫ କୋଟି ଟଙ୍କା ବ୍ୟୟ କରିବ । ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ହେବ । ରାଉରକେଲାକୁ

ତୁଣ୍ଡ ହୁଡୁଛନ୍ତି ଜୟନାରାୟଣ:ବିଜେଡି

ଭୁବନେଶ୍ୱର//TATKAL ODISHA// ଜୟନାରାୟଣ ବାବୁ ତୁଣ୍ଡ ହୁଡ଼ିବା କଥା ସମସ୍ତେ ଜାଣନ୍ତି । ପଦ୍ମପୁର ହାରିବା ପରେ ବୋଧେ ବାବୁଙ୍କ ମୁଣ୍ଡ ଆଉ କାମ କରୁନି। ୨୦୧୯ରେ ତାଙ୍କ ଦଳ ଓଡ଼ିଶାରେ ୧୨୦+ ଆସନ ଜିତିବ ବୋଲି ବାହାସ୍ପୋଟ ମାରିଥିଲା, ହେଲେ ୨୦+ରେ ସୀମିତ ରହିଲା। ଗଲା ପଞ୍ଚାୟତ

ଚାଲିଗଲେ ବିଜୁ ବାବୁଙ୍କ ଅନ୍ୟତମ ପଟ୍ଟଶିଷ୍ୟ ପ୍ରଶାନ୍ତ ମହାପାତ୍ର

ଭୁବନେଶ୍ୱର//TATKAL ODISHA// ପୁରୁଣା ଭୁବନେଶ୍ୱରରେ ବିଶିଷ୍ଟ ସମାଜସେବୀ, ରାଜନେତା ତଥା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା I ସ୍ବର୍ଗତ ମହାପାତ୍ର ବିଜୁବାବୁଙ୍କର ଥିଲେ ଅନ୍ୟତମ ପଟ୍ଟଶିଷ୍ୟ I ଏକଦା ବିଜୁବାବୁ